ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଠାରେ ସିଏମ ଟ୍ରଫି ପାଇଁ ଆୟୋଜିତ ହେଉଥିବା ଖେଳାଳି ଚୟନ ଶିବିରରେ ସମ୍ବଲପୁର ଜିଲାର ୧୩ ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି । ୟୁ – ୧୫ ଫୁଟବଲ ବର୍ଗରେ ସମ୍ବଲପୁର ଜିଲାର ଖେଳାଳି ଶିବ ନାଥ ମୁଣ୍ଡା, ଓମ ମୁଣ୍ଡା, ଶୁଭମ ମୁଣ୍ଡା, ଭଜରାଜ ମୁଣ୍ଡା, ଆଦିତ୍ୟ ଓରାମ, ସୁମିତ ମୁଣ୍ଡା, ସାଗର ମୁଣ୍ଡା, ଏମଡି ଫରହାନ, ରୋହନ ସେଠ, ଚନ୍ଦନ ଓରାମ, ସଞ୍ଜୟ ଓରାମ, ପୃଥ୍ୱୀରାଜ ମୁଣ୍ଡା ଓ ଅଭୟ ସୁନା ସାମିଲ ରହିଛନ୍ତି । ଏହି ଚୟନ ଶିବିର ଚଳିତ ମାସ ୧୭ ରୁ ୨୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି । ଏହି ଚୟନ ଶିବିରରେ ଅଂଶଗ୍ରହଣ କରିବା ପାଇଁ ସମ୍ବଲପୁର ଜିଲାରୁ