କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରା ଠାରେ ପରିତକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ।ସରକାର ୭/୮/୧୯୮୮ ମସିହାରେ ଏହି ଚିକିତ୍ସାଳୟ ପ୍ରତିଷ୍ଠା କରିଥିଲେ।ଏହି ଚିକିତ୍ସାଳୟ କୁ କର୍ଲାମୁଣ୍ଡା,ନର୍ଲା,କେସିଙ୍ଗା, ମ ରାମପୁର ଆଦି ବ୍ଲକ ର ବିଭିନ୍ନ ଗାଁ ର ଜନ ସାଧାରଣ ଚିକିତ୍ସା ହେବାକୁ ଆସିଥାନ୍ତି।ଏଠାରେ ଜଣେ ମାତ୍ର ଆୟୁର୍ବେଦ ଡାକ୍ତର ଜୁଝାର ନାଏକ ଓ ଟିକେରାମ ସାହୁ ନାମକ କର୍ମଚାରୀ ରହିଛନ୍ତି।