ରାଉରକେଲା ମ୍ୟୁନିସିପାଲଟି: ଉଦିତନଗର ସ୍ଥିତ ରାଉରକେଲା ମହାନଗର
ନିଗମ ସଭାକକ୍ଷରେ କର୍ମଜିବି ସାମ୍ବାଦିକ
ସଂଘର ବାର୍ଷିକଉତ୍ସବ ଓ ଆଲୋଚନାଚକ୍ର
୨୦୨୫ହୋଇଯାଇଛି.
ନଭେମ୍ବର ୯ ତାରିଖ ସକାଳ ପ୍ରାୟ ୧୧ ଟା ୩୦ ମିନିଟରେ RMC ସଭା କକ୍ଷରେ ଓଡିଶା କର୍ମଜିବି ସାମ୍ବାଦିକ ସଂଘର ବାର୍ଷିକଉତ୍ସବ ଓ ଆଲୋଚନା ଚକ୍ରରେ ସମାଜ ଗଠନରେ ମୂଲ୍ୟବୋଧ ସାମ୍ବାଦିକ କାର୍ଯ୍ୟକ୍ରମକୁ ସମାଜସେବୀ ହରିହର ରାଉତରାୟ ଉଦଘାଟନ କରିଥିଲେ, ସମ୍ମାନୀୟ ଅତିଥି ଭାବେ ସମାଜସେବୀ ଶରତ ପରିଛା, ସମାଜ ଖବରକାଗଜର ସହ ସମ୍ପାଦକ ଜିତେନ୍ଦ୍ର ମିଶ୍ର, ଅଶୋକ ପାତ୍ର, ବରିଷ୍ଠ ସାମ୍ବାଦିକ ତଥା ପ୍ରମେୟ ଖବରକାଗଜ ରାଉରକେଲର ମୁଖ୍ୟ ମନୋରଞ୍ଜନ ଦାସ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସ ପ୍ରମୁଖ ମଞ୍ଚାସିନ ଥିଲେ, ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ karaa