କଟକ ପୌରାଞ୍ଚଳ: ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ପୁଷ୍ପଙ୍ଗି ନିକଟରେ ଅପମିଶ୍ରଣ କ୍ଷୀର ମିଳିବା ଘଟଣା, ୨ ଜଣ ଗିରଫ
Cuttack M Corp PS, Cuttack | Sep 12, 2025
କଟକ ଜିଲ୍ଳା ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ପୁଷ୍ପଙ୍ଗି ନିକଟରେ ଅପମିଶ୍ରଣ କ୍ଷୀର ମିଳିବା ଘଟଣାରେ ୨ ଜଣକୁ ଗିରଫ କରିଛି ଗୁରୁଡିଝାଟିଆ ଥାନା...