ଢେଙ୍କାନାଳ ଓଏସଏପି ପ୍ରଥମ ବାଟାଲିୟନ ପଡ଼ିଆରେ ଅନୁଷ୍ଠିତ ସାଂସଦ ଖେଳ ମହୋତ୍ସବ ଉଦଯାପିତ । ଉଦଯାପିତ ଉତ୍ସବରେ ସାଂସଦଙ୍କ ସହ ସମସ୍ତ ବିଧାୟକ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ ବିକାଶ ଫାଉଣ୍ଡେସନର ସଦସ୍ୟ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତ୍ର ଏବଂ ଝିଅ ଉପସ୍ଥିତିରେ ଖେଳ ମହୋତ୍ସବ କାର୍ଯ୍ୟକ୍ରମ ଶେଷ ହୋଇଛି।