କଣ୍ଟାବାଞ୍ଜି: ମାକରିଗୁଡା ସ୍କୁଲ ଭିତରକୁ ପସି ଛାତ୍ର ଙ୍କୁ ମାଡ଼ ପ୍ରତିବାଦ କଳେ ଛାତ୍ର ଛାତ୍ରୀ ଓ ଅଭିଭାବକ
ବଲାଙ୍ଗୀର ଜିଲ୍ଲା ମୁରିବାହାଳ ବ୍ଲକ ଅନ୍ତର୍ଗତ ମାକରିଗୁଡା ସ୍କୁଲ ଭିତରକୁ ପସି ଛାତ୍ର ଙ୍କୁ ତିନି ଜଣ ଯୁବକ ପସି ମାଡ଼ ମାରିଥିବା ବେଳେ ଥାନା ଏତେଲା ଦେବାପରେ ମଧ୍ୟ ସେମାନଙ୍କୁ ଗିରଫ କରି ନେଇ ପୋଲିସ ଯାହାଫଳରେ ସ୍କୁଲ ବାହାରେ ପ୍ରତିବାଦ ଦେଖିବାକୁ ମିଳିଛି।