ରୋଟାରି କ୍ଲବ ଅଫ ଝାରସୁଗୁଡା ଗ୍ରୀନ ଓ ଇ ଜେ ଭି ଫାଉଣ୍ଡେସନ ର ମିଳିତ ଅନୁକୂଲ୍ୟ ରେ ସର୍ଭିକାଲ କ୍ୟାନ୍ସର ପ୍ରତିରୋଧକର ତୃତୀୟ ଡୋଜ ଟୀକା କରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସର୍ବାହଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସୋମବାର ସକାଳ ଏଗାରଟାରୁ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ବର୍ତମାନ ର ଯୁବ ସମାଜ କୁ ସର୍ବଇକଲ କ୍ୟାନ୍ସର ବାବଦ ରେ ସଚେତନ କରିବା ଓ କ୍ୟାନ୍ସର ରୁ ବଞ୍ଚାଇବା, ମଧ୍ୟ ଓ ନିମ୍ନ ବର୍ଗ ରୋଜଗାର ଥିବା ପରିବାର ପିଲା ମାନ ଙ୍କୁ ଟିକାକରଣ କରାଇବା ଏହି ଶିବିରର ମୁଖ୍ୟ ଉଦେଶ୍ୟ ରହିଛି।ଆୟୋଜିତ ଏହି ଶିବିର ଡାକ୍ତର ବବିତା ରମଣୀ ଙ୍କ ଉପସ୍ଥିତି ଓ ତତ୍ୱାବଧାନ ରେ ଅନୁଷ୍ଠିତ