ରାଉରକେଲା ବନ୍ଧମୁଣ୍ଡା ଥାନାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଅପରାହ୍ନରେ ଥାନା ପରିସରରେ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଥାନା କର୍ମଚାରୀଙ୍କ ସମେତ ଆମ ପୋଲିସ ସମିତିର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଏହି ଥାନା ଅଞ୍ଚଳରେ ନାଇଟ ପେଟ୍ରୋଲିଂ ବଢାଇବା ସହ ଟ୍ରାଫିକ ନିୟନ୍ତ୍ରଣ ଓ ବୁଲେଟ୍ ବାଇକ୍ ବଢାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି।