ହୀରାକୁଦ ରେମେଡ଼ ଛକରେ ନିକଟରେ ସଡ଼କ ଦୁର୍ଘଟଣା, ଖାଲ କୁ ଖସିଲା ଟ୍ରକ ମିଳିଥିବା ସୂଚନା ଅନୁଯାଇ ଆଜି ସନ୍ଧ୍ୟା 5 ଟାରେ ଏକ ଟ୍ରକ ଭରସାମ୍ୟ ହରାଇ ଏକ ବିଦ୍ୟୁତ ଖୁଣ୍ଟିକୁ ଧକା ଦେଇ ଟ୍ରକଟି ଖାଲ ଭିତରକୁ ଖସିପଡ଼ିଥିଲା l ଚାଳକ ଘଟଣା ସ୍ଥଳ ରୁ ଫେରାର ମାରିଥିଲା l ପୋଲିସ ଘଟଣା ସ୍ଥଳ ରେ ପହଁଚି ଗାଡିକୁ ଜବତ କରି ଘଟଣା ର ତଦନ୍ତ ଜାରି ରଖିଛି l