ସ୍ଥାନୀୟ ଟାଉନ୍ ହଲ ଠାରେ ମହାସମାରୋହରେ ପାଳନ ହୋଇଯାଇଅଛି। ଅଦ୍ୟ ସମାରୋହରେ ଶ୍ରୀଯୁକ୍ତ ଅଗସ୍ତି ବେହେରା, ବିଧାୟକ, ଛେଣ୍ଡିପଦା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଶ୍ରୀଯୁକ୍ତ ବେହେରା ସମବାୟ ର ଉନ୍ନତି କରଣ କ୍ଷେତ୍ରରେ ସରକାର ବିଭିନ୍ନ ନୂତନ ପଦକ୍ଷେପ ଗୁଡ଼ିକ ନେଇଥିବା ସହିତ କିଭଳି ସମବାୟ ମାଧ୍ୟମରେ ଚାଷୀମାନଙ୍କ ର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ତାହା ଆଲୋକପାତ କରିଥିଲେ। ଏହା ସହିତ ସେ ପ୍ରତି ଗ୍ରାମ ପଞ୍ଚାୟତରେ କିଭଳି ଗୋଟିଏ ଲେଖା ପ୍ରାଥମିକ କୃଷି ସମବାୟ ସମିତି ଗଠନ କରାଯିବ ସେ ଦିଗରେ ସରକାର ପଦକ୍ଷେପ ନେଇଥିବା ସଭାରେ ଉଲ