Public App Logo
Jansamasya
News
पुलिस
Bjp
National
Police
Bihar
बिहार
कांग्रेस
मौत
बीजेपी
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी

ଫୁଲବାଣୀ ସହର: ଓଡିଶା ସଂଗୀତ ନାଟକ ଏକାଡେମୀ ତରଫରୁ ସୁଗମ ସଂଗୀତ ବର୍ଗରେ କନ୍ଧମାଳ ର ଭେଷଜ ବିଶେଷଜ୍ଞ ତଥା କଣ୍ଠ ଶିଳ୍ପୀ ଡା ଚନ୍ଦନ ଗନ୍ତାୟତ ପୁରସ୍କୃତ

ଓଡିଶା ସଂଗୀତ ନାଟକ ଏକାଡେମୀ ତରଫରୁ ସୁଗମ ସଂଗୀତ ବର୍ଗରେ କନ୍ଧମାଳ ର ଭେଷଜ ବିଶେଷଜ୍ଞ ତଥା କଣ୍ଠ ଶିଳ୍ପୀ ଡା ଚନ୍ଦନ ଗନ୍ତାୟତ କବିଚନ୍ଦ୍ର କାଳିଚରଣ ଯୁବ ପ୍ରତିଭା ସମ୍ମାନ ୨୦୨୩ ରେ ସମ୍ମାନିତ ହୋଇଛନ୍ତି।ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ ପ୍ରେକ୍ଷାଳୟ ଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଆକାଶବାଣୀ କଣ୍ଠଶିଳ୍ପୀ ଡାକ୍ତର ଚନ୍ଦନଙ୍କୁ ନିଜର ସୁନ୍ଦର ଗାୟନ ତଥା ସୁଗମ ସଂଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ନାନ ଜନକ ପୁରସ୍କାର ରେ ସମ୍ମାନିତ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ଉପସ୍ଥିତ ଥିଲେ।