ବରଗଡ: ବ୍ଲକ ଶିକ୍ଷା ଅଧିକାରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କଲେ ପାଣ୍ଡ୍ରିପଥରର ବାସିନ୍ଦା ମାନେ
ପାଣ୍ଡ୍ରିପଥର ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟତ୍ରୀଙ୍କ ନାଁରେ ଅଭିଯୋଗ ଆଣିଲେ ଅଭିଭାବକ ମାନେ | ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଭେଟି ଶନିବାର ଅପରାହ୍ନ 3 ଘଣ୍ଟା ସମୟରେ ତାଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କଲେ ଅଭିଭାବକ ମାନେ | ସୂଚନା ଅନୁସାରେ ପାଣ୍ଡ୍ରିପଥର ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟତ୍ରୀ ଜଣକ ଛାତ୍ରଛାତ୍ରୀଙ୍କୁ ଅସଦାଚରଣ କରିବା ସହ ମଧ୍ୟାହ୍ନ ଭୋଜନକୁ ନେଇ ଗାଳି ଗୋଲଜ କରୁଥିବା ଅଭିଯୋଗ ହୋଇଛି | ଏନେଇ ଅଭିଭାବକ ମାନେ ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ଦୋଷୀ ବିରୁଦ୍ଧରେ