ସୁନ୍ଦରଗଡ ସହର: କିରେଇ - କୋପସିଂହା ରାସ୍ତାରେ ଦୁର୍ଘଟଣା ଘଟାଇ ଥିବା ଗୋ ଚାଲାଣ ଗାଡ଼ି ସମେତ ତିନି ଗାଡ଼ି ସଦର ପୋଲିସ ଦ୍ବାରା ଜବତ, ଭିଡ଼ିଓ ଭାଇରାଲ
Sundargarh Town, Sundargarh | Sep 13, 2025
ଆଜି ସେପ୍ଟେମ୍ୱର 13 ତାରିଖ ରାତି 12:30 ପାଖାପାଖି ଘଟିଛି ଏହି କାଣ୍ଡ। ଏକ ଗୋ ଚାଲାଣ କରି ଗାଡ଼ି ଅନ୍ୟ ଦୁଇଟି କାର କୁ OD -16B-9124 ଓ OD...