କଣ୍ଟାମାଳ: କୁରୁକୁପା ରେ ଅବକାରୀ ବିଭାଗ ର ଚଢ଼ାଉ ଦେଶୀ ମଦ ଜବତ ବେପାରୀ ଗିରଫ
ମଦ ଜବତ ଅଭିଯୁକ୍ତ ଗିରଫ କଣ୍ଟାମାଲ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନସ୍ଥାନର ବେଆଇନ କୁଚିଆମଦ ବିକ୍ରି ଚାଲିଛି I ଏପଟେ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ଅବକାରୀ ପୋଲିସ I ତେବେ ଆଜି ଏକ ଟିମ ଘଣ୍ଟାପଡା ଥାନା କୁରୁକୁପା ଗ୍ରାମରେ ଚଢ଼ାଉ କରି 9ଲିଟର ମଦ ଜବତ ଶହ କୁଚିଆ ମଦ ବେପାରୀ କୁ ଗିରଫ କରି ମାମଲା ରୁଜୁ କରି କୋଟଚାଲାଣ ନେଇ ରାତି 7ଘଣ୍ଟା ସମୟ ସୂଚନା ମିଳିଛି