ଧର୍ମଶାଳା: ବଳରାମପୁର ଉପରଗଡ଼ରେ ଜଙ୍ଗଲି ଭାଲୁ ଦେଖି ଗ୍ରାମବାସୀ ଆତଙ୍କିତ
କଟକ ବନଖଣ୍ଡ ଅଧିନ ବୈରୀ-ଡାଳିଯୋଡ଼ା ରେଞ୍ଜର ଗଡ଼ମଧୁପୁର ବନାଞ୍ଚଳର ବିଭିନ୍ନ ସ୍ଥାନରେ ଜଙ୍ଗଲୀ ଜୀବଜନ୍ତୁ ଦେଖବାକୁ ମିଳୁଛି। , ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ତାଳଜଙ୍ଗ ପଞ୍ଚାୟତ ଅଧିନ ଐତିହାସିକ ସ୍ଥାନ ବଳରାମପୁର ଉପରଗଡ଼ ଠାରେ ଏକ ଜଙ୍ଗଲି ଭାଲୁ ସ୍ଥାନୀୟ ଲୋକ ଦେଖି ଭୟବିତ ଥିବା ଦେଖିବାକୁ ମିଳିଛି ।