ରାଜଗାଙ୍ଗପୁର: କୁତ୍ରା ବ୍ଳକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ନୂତନ ବିଡ଼ିଓ ଙ୍କୂ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ ଭାଜପା କାର୍ଯ୍ୟକର୍ତ୍ତା
Rajagangapur, Sundargarh | Sep 2, 2025
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଳକର ନୂତନ ବିଡ଼ିଓ ଭାବେ ଗୋପୀନାଥ ଖାଖା କାର୍ଯ୍ୟରେ ଯୋଗ ଦେବା ପରେ ଆଜି ବ୍ଳକ ଭାଜପା ପକ୍ଷରୁ ତାଙ୍କୁ ସ୍ବାଗତ...