ହିଞ୍ଜିଳି: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଏକ ମାସ ମଧ୍ୟରେ ହତ୍ୟା ଉଦ୍ୟମ ଏବଂ ଆଜି ରାଲବ ଗ୍ରାମରେ ହତ୍ୟାକାଣ୍ଡ,ଯାହାକୁ ନେଇ ପୋଲିସ ଉପରେ ଉଠିଛି ପ୍ରଶ୍ନ
Hinjili, Ganjam | Aug 11, 2025
ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବଢିଚାଲିଛି ଅପରାଧୀ ଘଟଣା. ପୂର୍ବରୁ ଶେରଗଡ ଥାନା ଅଞ୍ଚଳ ରେ ଜଣକୁ ହତ୍ୟା...