ଭଦ୍ରକ ଗ୍ରାମାଞ୍ଚଳ: ଆଖିବୁଜିଲା ଘୋଡା, 2 ଦିନ ତଳେ ପୁରୁଣାବଜାର ହଳଦିଡିହ ଠାରେ ରାସ୍ତା କଡରେ ଫୋଫାଡି ଚାଲି ଯାଇଥିଲା ମାଲିକ
Bhadrak Rural, Bhadrak | Sep 12, 2025
ଭଦ୍ରକ ପୁରୁଣାବଜାର ଥାନା ଅନ୍ତର୍ଗତ ବାଙ୍କାବଜାର ହଳଦୀଡିହ ରାସ୍ତାର ଘଡେଇ ସାହି ନିକଟରେ ଦୁଇ ଦିନ ପୂର୍ବରୁ ଗୋଟିଏ ଘୋଡା ପଡି ଥିବା ଲୋକେ...