ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କଲା ଘଣ୍ଟାପଡା ପୋଲିସ ପୋଲିସ ଘଣ୍ଟାପଡା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି | ଆଜି ଘଣ୍ଟାପଡା ପୋଲିସ ପକ୍ଷରୁ ସାନ ଅସୁର ଜଙ୍ଗଲରେ 32ଏକର ପରିମିତ ଜାଗାରେ ବେଆଇନ ଭାବରେ ଚାଷ ହୋଇଥିବା ପାଖାପାଖି 3ହଜାର 200ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରିଛି | ଏହି ଚଢ଼ାଉରେ ଘଣ୍ଟାପଡା ଥାନାର ପୋଲିସ କର୍ମଚାରୀ ସାମିଲ ଥିଲେ |