ଶନିବାର କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ୍ ଅଧୀନସ୍ଥ ଥୁଆମୁଳ ଆବାସିକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପୂର୍ବ ଛାତ୍ର ସଂଗଠନ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି। ଏଥିରେ ବିଦ୍ୟା ଭାରତୀର କ୍ଷେତ୍ର ସଂଗଠନ ମନ୍ତ୍ରୀ ଆନନ୍ଦ ରାଓ ଜୀ ପାର୍ଦ୍ଧି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ପୂର୍ବ ଛାତ୍ର ସଂଗଠନ ବିଦ୍ୟାଳୟ ସହ ଯୋଗାଯୋଗ, ବିଦ୍ୟାଳୟ ବିକାଶ ଏବଂ ବିଦ୍ୟାଳୟର ସମୃଦ୍ଧି ପାଇଁ ଅଭିମତ ସଂଗ୍ରହ ନେଇ ଆଲୋଚନା କରିଥିଲେ।