ପାଳଲହଡା ବ୍ଲକ ଖମାର ଥାନା ଓଡ଼ଶ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର 30 ତମ ବାର୍ଷିକ ଉତ୍ସବ ରେ ଯୋଗ ଦେଲେ ପାଳଲହଡା ବିଧାୟକ ଅଶୋକ ମହାନ୍ତି।ଏହି ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡ଼ ଦେବେନ୍ଦ୍ର ପ୍ରଧାନ, ବର୍ତ୍ତମାନ ଢେଙ୍କାନାଳ ର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାଣି ଙ୍କ ଅବଦାନ କୁ ମନେ ପକାଇ ବିଦ୍ୟାଳୟ ପାଇଁ ମୋ ଦ୍ୱାରା ଯାହା ସମ୍ଭବ ହୋଇପାରିବ ସେ ସବୁ ପୂରଣ କରିବାକୁ ପ୍ରତିଶୃତି ଦେଇଥିଲେ।