ଠିକାଦାର ସଙ୍ଘ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଆଜି ମନମୁଣ୍ଡା ଡାକବଙ୍ଗଳା ଠାରେ କଣ୍ଟାମାଲ ନିର୍ବାଚନ ମଣ୍ଡଳୀ ଠିକା ଦାର ସଙ୍ଘ ସଭାପତି ଙ୍କ ସଭାପତିତ୍ୱ ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି I ଉକ୍ତ ବୈଠକ ରେ ସମସ୍ତ ଠିକା ଦାର ଉପସ୍ଥିତ ରହି କିପରି ଭାବରେ ଜିଲ୍ଲା ରେ ବାହାର ଠିକାଦାର ପ୍ରବେଶ ନ କରିବେ ସେ ନେଇ ଆଲୋଚନା କରାଯାଇଛି I ଏହି କାର୍ଯ୍ୟକ୍ରମ ଦିନ 2ଘଣ୍ଟା ସମୟରେ ଅନୁଷ୍ଠିତ