କେନ୍ଦୁଝର ସହର: ବାଲିବେଡ଼ା ଠାରୁ ୪ଟି ହାତୀଦାନ୍ତ ଜବତ ସହ, ୫ଜଣଙ୍କୁ ଗିରଫ କଲା ବନ ବିଭାଗ କେନ୍ଦୁଝର ଠାରେ ସୂଚନା ଦେଲେ ଡିଏଫଓ
Kendujhar Town, Kendujhar | Aug 8, 2025
୪ଟି ହାତୀଦାନ୍ତ ଜବତ ସହ, ୫ଜଣଙ୍କୁ ଗିରଫ କଲା କେନ୍ଦୁଝର ବନ ବିଭାଗ । ବେଆଇନ୍ ଭାବେ ହାତୀଦାନ୍ତ ରଖି ବିକ୍ରୀ କରିବାକୁ ଉଦ୍ୟମ କରୁଥିବା ବେଳେ,...