ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଅଟୋ ଭିତରେ ଯୁବତୀଙ୍କୁ ଅସଦାଚରଣ ଏବଂ ପରେ ରାସ୍ତାରେ ପକାଇ ମାରପିଟ୍ ମାମଲା, ଧଉଳି ରୁ ଯୁବକଙ୍କୁ ଗିରଫ କଲା ପୋଲିସ
ଅଟୋ ଭିତରେ ଯୁବତୀଙ୍କୁ ଅସଦାଚରଣ ଏବଂ ପରେ ରାସ୍ତାରେ ପକାଇ ମାରପିଟ୍ ମାମଲା, ଧଉଳି ରୁ ଯୁବକଙ୍କୁ ଗିରଫ କଲା ପୋଲିସ | ଅଟୋ ଭିତରେ ଯୁବତୀଙ୍କୁ ଅସଦାଚରଣ ଏବଂ ପରେ ରାସ୍ତାରେ ପକାଇ ମାରପିଟ୍ ମାମଲା | ଅସାମାଜିକ ଯୁବକକୁ ଗିରଫ କଲା ବଡ଼ଗଡ଼ ଥାନା ପୋଲିସ। ଆଜି 5.32ରେ ଧଉଳୀ ଇତିପୁର ଅଞ୍ଚଳରୁ ଧରିଲା ପୋଲିସ। ଯୁବକ ହେଲେ ନୂଆ ଗାଁ ରେ ରହୁଥିବା ନିରଞ୍ଜନ ଭୋଇ। ନିରଞ୍ଜନଙ୍କ ନିଜ ଘର ବାଲିପାଟଣା ଅଞ୍ଚଳରେ | ଅସଦାଚରଣ କରି ଗତକାଲି ଠାରୁ ହୋଇଥିଲା ଫେରାର। ଅଭିଯୋଗର 15ଘଣ୍ଟା ଭିତରେ ଧରିଲା ପୋଲିସ।ବଡଗଡ ଥାନା ଅଧିକାରୀଙ୍କ ସମେତ ଗୋଟିଏ ଟିମ୍ କରିଥିଲା ରେଡ୍।