ଚମ୍ପୁଆ: ବଲାଣି ଷ୍ଟାଡିୟମରେ ନୋକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
ବଲାଣି ଷ୍ଟାଡିୟମରେ ଆଜି ନୋକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି। ଯାହାକୁ ବଲାଣି ସେଲ କମ୍ପାନୀର ଜିଏମ ଶ୍ରୀମଲ୍ଲ ଶ୍ରୀ ନିବାସ ଉଦ୍ଘାଟନ କରିଥିବା ବେଳେ ଓଡିଶା ଓ ଓଡ଼ିଶା ବାହାରୁ ପ୍ରାୟ ୧୦ରୁ ଉର୍ଦ୍ଧ୍ବ ଟିମ୍ ଅଂଶ ଗ୍ରହଣ କରିଥିଲେ।