ସୁନ୍ଦରଗଡ ସହର: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଲାହାକୋଠି ଜାତୀୟ ରାଜପଥ ନଂ 143 କଡ଼ରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା।
Sundargarh Town, Sundargarh | Sep 2, 2025
ଆଜି ସେପ୍ଟେମ୍ବର 2 ତାରିଖ ମଙ୍ଗଳବାର ସକାଳ 5 ଟା ପାଖାପାଖି ସମୟରେ ଏହି ଘଟଣା ଲୋକଙ୍କ ନଜରକୁ ଆସିଥିଲା। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର...