ନୂଆପଡା: ୧୬ତମ ବର୍ଷରେ ତେଲିପଡ଼ା ପୂଜା ମହା ନବମୀ ରେ ମହା ଆଳତି ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ଼
ନୂଆପଡ଼ା ଜିଲ୍ଲା ସଦର ମହକୁମା ତେଲିପଡ଼ା ଛକ ର ଦୁର୍ଗା ପୂଜା କୁ ୧୬ବର୍ଷ ପୁରିଛି।ଆଜି ସନ୍ଧ୍ୟା ସାତଟା ସମୟରେ ମହା ନବମୀ ର ମହା ଆଳତି ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।ଏହା ସହ ଏଠାରେ ପ୍ରତିଦିନ ଅପେରା ମଧ୍ୟ ଆୟୋଜନ କରାଯାଇଛି।ଅପେରା ଦେଖିବାକୁ ପ୍ରବଳ ଲୋକ ଭିଡ କରିଛନ୍ତି