ସୋରଡା: ଅବ୍ୟବସ୍ଥା ଘେରରେ ସୋରଡ଼ା ବ୍ଲକ ଅନ୍ତର୍ଗତ ବୋରଦା ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଅଭିଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ
Surada, Ganjam | Oct 13, 2025 ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀରେ ଏବେ ଚାଲିଛି ବାବୁ ଗିରି. ସରକାର ନିୟମ କୁ ବେ ଖାତିରି. ରାଜ୍ୟ ସରକାର ନିଷ୍ପତି ରେ ମାସର ପ୍ରତ୍ୟକ ସୋମବାର ରେ ପଞ୍ଚାୟତ କାର୍ଯ୍ୟଳୟ ରେ ଜଣ ଶୁଣାଣି ଅଭିଯୋଗ କାର୍ଯ୍ୟକ୍ରମ ହେଉ ଆସୁଥିବା ବେଳେ ସୋରଡ଼ା ରେ ବ୍ଲକ ରେ ତାହା ବିତିକ୍ରମ ହେଇଥିବା ଦ୍ୱଖିବାକୁ ମିଳିଛି. ସୂଚନା ମୁତାବକ ବୋରଦା ପଞ୍ଚାୟତ ସ୍ତରରେ ଜଣ ଶୁଣାଣି ଅଭିଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତ କୁ ନେଇ ଏବେ ଉଠିଛି ପ୍ରଶ୍ନ.