ଭଦ୍ରକ ଗ୍ରାମାଞ୍ଚଳ: ବୋଡ଼କ ଠାରେ ବାରମ୍ବାର କୁଳ ଲଂଘୁଛି ବୈତରଣୀ, ବନ୍ୟା ଆସିବାରୁ ଆରଡ଼ିକୁ ଯୋଗାଯୋଗ ବିଚ୍ଛିନ୍ନ
Bhadrak Rural, Bhadrak | Sep 5, 2025
ଉପର ମୁଣ୍ଡରୁ ଖସୁଛି ତଳିଆ ଅଞ୍ଚଳ ବୁଡୁଛି।ବୋଡ଼କ ଠାରେ ବାରମ୍ବାର କୁଳ ଲଂଘୁଛି ବୈତରଣୀ । ସ୍ଥାୟୀ ପ୍ରତିକ୍ରିୟା ଦାବୀ।ତେବେ ପୁଣି ଥରେ ବନ୍ୟା...