Public App Logo
Jansamasya
National
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Pmmsy
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco

ବରଗଡ: ବରଗଡ଼ ବିଧାୟକଙ୍କ ଗୋବିନ୍ଦପାଲି ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଲା ଜନତା ଦରବାର

ଜନତା ଦରବାରରେ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀଙ୍କୁ ଦାବିପତ୍ର ପ୍ରଦାନ କରି ସମସ୍ୟା ଜଣାଇଲେ ଜନସାଧାରଣ | ବରଗଡ଼ ସ୍ଥିତ ଗୋବିନ୍ଦପାଲି ଠାରେ ବିଧାୟକଙ୍କ କାର୍ଯ୍ୟାଳୟରେ ଜନତା ଦରବାର ସୋମବାର ଅପରାହ୍ନ 3 ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି | ବରଗଡ଼ ସହର ତଥା ବ୍ଲକର ବହୁ ଜନସାଧାରଣଙ୍କ ଅଭିଯୋଗ ଓ ଅସୁବିଧା ଶୁଣିବା ସହିତ ବିଭିନ୍ନ ସମସ୍ୟାର ସମାଧାନ କରିଥିଲେ ବିଧାୟକ | ଏହା ସହ ଅଧିକାରୀଙ୍କୁ ଯୋଗାଯୋଗ କରି ସମସ୍ତ ସମସ୍ୟାର ତୁରନ୍ତ ସମାଧାନ ପାଇ ଜଣାଇଥିଲେ ।

MORE NEWS