ଝାରସୁଗୁଡା ଜିଲ୍ଲା ୟୁଥ କଂଗ୍ରେସ ର ପ୍ରୋଭିଜନାଲ ଜିଲ୍ଲା ସଭାପତି ହେଲେ ଶାହରୁଖ ଖାନ l ଆଜି ଏନେଇ ନେସନାଲ ସେକେଟ୍ରି ଓପିଆଇସି ଇନଚାର୍ଜ ମହେଶ ଦେଶମୁଖ ଏକ ପତ୍ର ଜାରି କରିଛନ୍ତି l ଶାହରୁଖ ଖାନ ଝାରସୁଗୁଡା ଜିଲ୍ଲା ୟୁଥ କଂଗ୍ରେସ ର ପ୍ରୋଭିଜନାଲ ଜିଲ୍ଲା ସଭାପତି ହେବା ନେଇ ଖବର ଆଜି ଅପରାହ୍ନ ୫ ଟା ରେ ଜଣାପଡିବା ପରେ କଂଗ୍ରେସ କର୍ମୀ ଙ୍କୁ ମହଲ ରେ ଖୁସି ର ଲହରି ଦେଖାଦେଇଛି l