Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Diwali2025
Pmmsy
Fidfimpact
Matsyasampadasesamriddhi
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଗୁଣୁପୁର: ରାମନାଗୁଡ଼ା ବ୍ଲକ ର ବିଭିନ୍ନ ସ୍ଥାନରେ "ମା ପାଇଁ ଗଛଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ

Gunupur, Rayagada | Aug 22, 2024
ଗୁରୁବାର ପୂର୍ବାହ୍ନରେ ରାମନାଗୁଡ଼ା ବ୍ଲକ" ର ବିଭିନ୍ନ ସ୍ଥାନରେ ମା ପାଇଁ ଗଛଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ- ବିଭିନ୍ନ ଗ୍ରାମ ପଞ୍ଚାୟତ ଏଵଂ ପଞ୍ଚାୟତ ସମିତି ତରଫରୁ ବୃକ୍ଷରୋପଣ କରାଯାଇଛି l କାର୍ଯ୍ୟକ୍ରମ ରେ ବିଡ଼ିଓ ଶ୍ରୀ ପ୍ରଦ୍ୟୁମ୍ନ ମଣ୍ଡଳ ଏବଂ ଅଧକ୍ଷ ଶ୍ରୀ ରବି ଶଙ୍କର ଗମାଙ୍ଗ ଉପସ୍ଥିତ ରହି ସାମୁହିକ ବୃକ୍ଷ ରୋପଣ ରେ ଭାଗ ନେଇଥିଲେ। ସ୍ଥାନୀୟ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

MORE NEWS