ଝାରସୁଗୁଡା: ଭିକମପାଳି ଖେଳପଡିଆରେ ଚାଲିଥିବା ଝାରସୁଗୁଡା ଜିଲ୍ଲା ସ୍ତରୀୟ ସରକାରୀ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ
ଲଖନପୁର ବ୍ଲକ ଭିକମପାଳ ଖେଳପଡିଆରେ ଚାଲିଥିବା ଝାରସୁଗୁଡା ଜିଲ୍ଲା ସ୍ତରୀୟ ସରକାରୀ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଛି l ଆଜି ଉଦଜାପନି ଉତ୍ସବରେ ଲଖନପୁର ବ୍ଲକ ଶିକ୍ଷା ଅଧିକାରୀ ରାଜେନ୍ଦ୍ର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପରିଷଦ ସଭ୍ୟ ସନତ ସିଂ ଥିଲେ। ସମ୍ମାନୀତ ଅତିଥିଭାବେ ଜୁନିୟର ରେଡ୍କ୍ରସ ଅଧିକାରୀ ବବନ ସିଂ ପ୍ରମୁଖ ଉପସ୍ଥିତ ଥିଲେ l ପ୍ରତିଯୋଗିତାରେ ଜିଲ୍ଲାର ୫ଟି ବ୍ଲକ ରୁ ମୋଟ ୧୨୫ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି। ସେଥିରେ ବାଳକ ବିଭାଗରେ ୭୦ ଜଣ ଓ ବଳିକା ବିଭାଗ ରେ ୫୫ ଜଣ ପ୍ରତିଯୋଗୀ ଥିଲେ। ସେମାନେ ୧୪ ଗୋଟି ଖେ