ଅନୁଗୋଳ ସର୍କିଟ ହାଉସ ସମ୍ବିଳନୀ କକ୍ଷ ଠାରେ ଲହୌ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ଆୟୋଜିତ “ସର୍ଦ୍ଦାର @150 ଏକତା ମାର୍ଚ୍ଚ” ଅଭିଯାନ ପାଇଁ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ମାନ୍ୟବର ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଅନୁଗୋଳ ଉପ ଜିଲ୍ଲାପାଳ ଯୋଗ ଦେଇଥିଲେ। ସର୍ଦ୍ଦାର ପଟେଲ ଭାରତର ଏକତା ଓ ଅଖଣ୍ଡତାର ପ୍ରତୀକ। ତାଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ଅଦମ୍ୟ ଦେଶଭକ୍ତିରେ ଆଜିର ସଂଘବଦ୍ଧ ଭାରତ ଗଠିତ ହୋଇପାରିଲା,ସର୍ଦାର ପଟେଲଙ