ଅକ୍ଟୋବର ୨୪ତାରିଖ ସନ୍ଧ୍ୟା ୬ଟାରୁ ରାତ୍ରି ପ୍ରାୟ ୯ ଟା ପର୍ଯ୍ୟନ୍ତ ସେକ୍ଟର ୫ ସ୍ଥିତ କଲଚୁରାଲ ଏକାଡେମୀ ପରିସରରେ ଓଡ଼ିଆ ଭାଷା ବିକାଶମଞ୍ଚ ଆନୁକୂଲ୍ୟରେ ଓଡିଶାର ପ୍ରଗତିଶୀଳ ଚେତନାର କ୍ରାନ୍ତିକାରୀ ବିପ୍ଲବୀ ଭଗବତୀ ଚରଣ ପାଣିଗ୍ରାହୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ ଅବସରରେ ସଭାପତିତ୍ୱ କରିଥିଲେ ଶିକ୍ଷାବିତ ପ୍ରଶାନ୍ତ କୁମାର ପତି, ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ଭିତ୍ତି ପ୍ରବନ୍ଦପାଠ କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବିଶିଷ୍ଟ ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜି, ଏ ସମସ୍ତ କାର୍ଯକ୍ରମରେ ସଭାପତି ଓ ଅତିଥିଗଣ ବିପ୍ଳବି କବି ଭଗବତୀ ଚରଣଙ୍କ jibana