ସୋରଡା: ସୋରଡ଼ା ପଞ୍ଚାୟତସମିତି କାର୍ଯ୍ୟଳୟ ପରିସରରେ ବିଭିନ୍ନ ଦାବୀନେଇ ଗଣଧାରଣା ଦେଇଛନ୍ତି ସୋରଡ଼ା ବ୍ଲକ ବିଭିନ୍ନ ପଞ୍ଚାୟତ ଏମ ବି କେ ସିଆରପି ସଙ୍ଘ
Surada, Ganjam | Sep 25, 2025 ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ରହିଥିବା ବିଭିନ୍ନ ପଞ୍ଚାୟତ କାର୍ଯ୍ୟରତ ଥିବା ଏମ ବି କେ ଓ ସିଆରପି ସଙ୍ଘ ପକ୍ଷରୁ କାର୍ଯ୍ୟଳୟ ପରିସରରେ ଗଣଧାରଣା ଦିଆଯାଇଛି. ଦୀର୍ଘ ବର୍ଷ ଧରି ନିଜକୁ କାର୍ଯ୍ୟ ରେ ନିୟୋଜିତ କରିଥିବା ମହିଳାଙ୍କୁ ସଠିକ ପ୍ରାପ୍ୟ ସହ ସରକାର ଙ୍କ ପାଖରେ ଯେଉଁ ଦାବୀ ଅଛି ତାହାକୁ ମାନିବା ପାଇଁ ନିବେଦନ କରି ଗଣଧାରଣା ଦେଇଛି ସଙ୍ଘ.