ଢେଙ୍କାନାଳ ସଦର: ସ୍ଥାନୀୟ ଲେଖକ ସଂସଦ ଭବନ ଠାରେ ଓଡ଼ିଶା କଷ୍ଟ୍ରକସନ ୱାର୍କର୍ସ ୟୁନିୟନର ରାଜ୍ୟ କାର୍ଯ୍ୟକାରୀ ସଭାପତିଙ୍କ କ୍ଷୋଭ ପ୍ରକାଶ
ଢେଙ୍କାନାଳ ସହରସ୍ଥ ସ୍ଥାନୀୟ ଲେଖକ ସଂସଦ ଭବନ ଠାରେ ଆଜି ଓଡ଼ିଶା କଷ୍ଟ୍ରକସନ ୱାର୍କର୍ସ ୟୁନିୟନର ୨ୟ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ କିଭଳି ସମସ୍ୟା ରହିଛି ତାହାକୁ ନେଇ ରାଜ୍ୟ କାର୍ଯ୍ୟକାରୀ ସଭାପତିଙ୍କ ଦିନ ୧୨ଟାରେ କ୍ଷୋଭ ପ୍ରକାଶ କରିଛନ୍ତି ।