କୋରେଇ: ସାପଗଡ଼ିଆ ଗଁରେ ପାରିବାରିକ ଘଟଣାକୁ ନେଇ ପୁଅ ବହୁ ବାପାଙ୍କୁ ପାଟିତୁଣ୍ଡ,ଯାଜପୁର ରୋଡ ଥାନାରେ ନ୍ୟାୟ ପାଇଁ ଦାବି କଲେ ବାପା
Korai, Jajpur | Oct 16, 2025 ସାପଗଡ଼ିଆ ଗଁରେ ପାରିବାରିକ ଘଟଣାକୁ ନେଇ ପୁଅ ବହୁ ବାପାଙ୍କୁ ପାଟିତୁଣ୍ଡ,ଯାଜପୁର ରୋଡ ଥାନାରେ ନ୍ୟାୟ ପାଇଁ ଦାବି କଲେ ବାପା ବାପା ବାଇଧର ସୁତାର l ସୂଚନା ଅନୁଯାୟୀ ସାପଗାଡି ଗାଁରେ ବାପା ବାଇଧର ସୁତାରଙ୍କୁ ତାଙ୍କ ପୁଅ ବହୁ ଓ ତାଙ୍କ ସମ୍ପର୍କୀୟ ଅନେକ ସମୟରେ ବାଡାବାଡ଼ି କରୁଥୁବା ଆଜି ବାପା ଅଭିଯୋଗ କରିଛନ୍ତି l ଏଥିସହିତ ନ୍ୟାୟ ପାଇଁ ଆଜି ଯାଜପୁର ରୋଡ ଥାନାର ଦ୍ୱାରସ୍ଥ ହେଇଛନ୍ତି l