ରାଉରକେଲା ମ୍ୟୁନିସିପାଲଟି: ଅବକାରୀ ବିଭାଗ ପକ୍ଷରୁ ପାଟୁଆ, ଗାଇଲ, ବିରକେରା, ମଣ୍ଡପ, ତେତେରକେଲା, ବାରିଲେଟତା ଅଞ୍ଚଳରେ ଚଢ଼ାଉ; ୧୩ଟି ମାମଲା ରୁଜୁ
ଆଜି ଶୁକ୍ରବାର ସନ୍ଧ୍ୟା ୬ଟା ସମୟରେ ରାଉରକେଲା ଅବକାରୀ ବିଭାଗ ପକ୍ଷ ରୁ ପାଟୁଆ, ଗାଇଲ, ବିରକେରା, ମଣ୍ଡପ, ତେତେରକେଲା, ବାରିଲେଟତା,ଅଞ୍ଚଳ କୁ ଚଢ଼ାଉ କରି ମୋଟ 13 ଗୋଟି କେଶ କରାଯାଇଛି ଏବଂ ମୋଟ 348 ଲିଟର ବେଆଇନ ମହୁଲି ମଦ, 80 ଲିଟର ତାରି ଏବଂ 4210 kg ମହୁଲ ପୋଚ ନଷ୍ଟ କରାଯିବ ସହିତ ଗୋଟିଏ motorcycle ଯାହାର ନମ୍ବର OR-14M-5032 ବାରମତ କରା ଯାଇଛି। ମୋଟ 11 ଟି claim କେସ କରାଯାଇଛି ଓ 2ଟି UNCLAIMED କେସ କରାଯାଇଛି। ମୋଟ 8 ଜଣ ଆସାମୀ କୁ କୋର୍ଟ ଚାଲାଣ କରାଯାଇଛି ଏବଂ 3 ଟି ଆସାମୀ କୁ 35 (3) BNSS ନୋଟିସ ଦିଆଯାଇଛି। ଏହି ଚଢ଼ାଉ ରେ INSPECTOR ଶ୍ରୀ ମୋହନ ପଧାନ