କସ୍ତୁରବା ଗାନ୍ଧୀ ମାତୃନିକେତନ ସରକାରୀ ଉଚ୍ଚ ବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ମହୁଲ ପାଲି ସ୍ଥିତ କସ୍ତୁରବା ଗାନ୍ଧୀ ମାତୃନିକେତନ ସରକାରୀ ଉଚ୍ଚ ବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ ବୁଧବାର ସକାଳେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ ସଭାରେ ବିରେନ୍ଦ୍ର କୁମାର ମେଣ୍ଡଲୀ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁରେନ୍ଦ୍ର ପ୍ରସାଦ ପଣ୍ଡା , ବକ୍ତା ଭାବେ ଅଧ୍ୟାପକ ଡ଼ କେଦାର ନାଥ ପଟେଲ , ସମ୍ମାନିତ ଅତିଥି ଭାବେ , ଅଧ୍ୟାପକ ନିର୍ମଲ ବରିହା , ପ୍ରଧାନ ଶିକ୍ଷକ