ଭୋଗରାଇ: ତାଳସାରି ସାମୁଦ୍ରିକ ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ,୩୦ ଗ୍ରାମ ଧଳା ଜହର ସମେତ ଜଣେ ଗିରଫ ।
Bhograi, Balasore | Sep 8, 2025
ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ଵର ଜିଲା ଭୋଗରାଇର ସାହାବାଜିପୁରରୁ ୩୦ଗ୍ରାମ ଓଜନର ଧଳା ଜହର ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଯୁବକକୁ ଗିରଫ...