କଣ୍ଟାମାଳ: ବଡ଼ଜୁନାନି ଜଙ୍ଗଲରେ ମନମୁଣ୍ଡା ପୋଲିସ ର ଚଢ଼ାଉ ବିପୁଳ ଗଂଜେଇ ଚାଷ ନଷ୍ଟ
ବଡ଼ଜୁନାନି ଜଙ୍ଗଲରେ ମନମୁଣ୍ଡା ପୋଲିସ ର ଚଢ଼ାଉ ବିପୁଳ ଗଂଜେଇ ଚାଷ ନଷ୍ଟ ବୌଦ୍ଧ ପୋଲିସ ମୂଲରୁ ଗଂଜେଇ ଗଛ ପୋଛିବା ପାଇଁ ପ୍ରତିଦିନ ଗଂଜେଇ ଗଛ ନଷ୍ଟ କରୁଛି ତେବେ ଆଜି ମନମୁଣ୍ଡା ପୋଲିସ ପକ୍ଷରୁ ବଡ଼ଜୁନାନି ଜଙ୍ଗଲରେ ଚଢ଼ାଉ କରି ହଜାର ହଜାର ଗଂଜେଇ ଗଛ ନଷ୍ଟ କରିଛି I