ଲାଞ୍ଜିଗଡ: ପିଣ୍ଡାପଦର ଠାରେ ଥୁଆମୁଳ ରାମପୁର ତାଲୁକ ଆଇନ୍ ସେବା ସମିତି ପକ୍ଷରୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
Lanjigarh, Kalahandi | Aug 26, 2025
ମଙ୍ଗଳବାର କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ଗ୍ରାମ ପଞ୍ଚାୟତର ପିଣ୍ଡାପଦର ଠାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ...