ଆଜି ଜାନୁଆରୀ 30 ତାରିଖ ଶୁକ୍ରବାର ପୂର୍ବାହ୍ନ 11 ଟାରୁ ଏହି ଚଢାଉ ଜାରି ରଖିଛି ଦିଲ୍ଲୀ CBI , ତିନୋଟି ଟିମ୍ ଏହି ଚଢାଉ କରିଛନ୍ତି। MCL ମୁଖ୍ୟ କାର୍ଯ୍ୟାଳୟ, କୋଲ୍ଡା ପ୍ରକଳ୍ପ, ଗର୍ଜନ ବାହାଲ ପ୍ରକଳ୍ପ ଓ କନିକା ରେଲୱେ ସାଇଡିଂ ରେ ଚାଲିଛି ଚଢାଉ। ତେବେ ବେଆଇନ ଓ ଅବୈଧ କୋଇଲା ଚାଲାଣ ନେଇ ଏହି ଚଢାଉ ଚାଲିଥିବା ଜଣା ପଡିଛି।