ଓଡିଶା ସାଂସ୍କୃତିକ ସମାଜ, ସମ୍ୱଲପୁର ର ସଭା କକ୍ଷରେ ନିର୍ବାଚନ ଅଧିକାରୀ ପ୍ରଶାନ୍ତ କୁମାର ପାଟଯୋଷୀ ଓ ଦୀନବନ୍ଧୁ ପଣ୍ଡାଙ୍କ ପରିଚାଳନା ରେ ହୀରାଖଣ୍ଡ ସାମ୍ମୁଖ୍ୟ, ସମ୍ୱଲପୁର ର ତୃତୀୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ବିଭିନ୍ନ ପଦବୀ ପାଇଁ ନିର୍ବାଚନ ହୋଇଥିଲା । ଏଥିରେ ସଭାପତି ରୁପେ ସଞ୍ଜୟ ବାବୁ, ଉପସଭାପତି ଦୀପକ କୁମାର ପଣ୍ଡା ଓ ଅରବିନ୍ଦ ନାୟକ, ସମ୍ପାଦକ ଲଳିତ ମୋହନ ବେବର୍ତ୍ତା, ସହ ସମ୍ପାଦକ ତର୍ପଣ କୁମାର ପ୍ରଧାନ ଓ ସୁରେଖା ସାହୁ, କୋଷାଧ୍ୟକ୍ଷ ଯୋଗେଶ ପ୍ରସାଦ ହୋତା ରହିଛନ୍ତି । ନିର୍ବାଚିତ ହେବା ପରେ ନିର୍ବାଚିତ ସଭ୍ୟ ମାନେ ଶପଥ ପାଠ କରିଥ