ରାୟଗଡା: ମାଁ ମଝିଘରିଆଣୀଙ୍କ ମନ୍ଦିର ନିକଟ ପାହାଡ ଉପରୁ ରେଳ ଧାରଣା କୁ ଖସିଲା ପଥର,ଅଟକିଲା ଟ୍ରେନ ୬ଘଣ୍ଟା,ପଥର ଉଦ୍ଧାର ପରେ ଚକାଚକା ହେଲା ସ୍ଵାଭାବିକ
Rayagada, Rayagada | Aug 8, 2025
ମଧ୍ୟରାତ୍ର ସମୟ ରେ ୬ଘଣ୍ଟାଅଟକିଲା ଟ୍ରେନ ,ରାୟଗଡ଼ା ମା ମଝିଘରିଆଣୀ ଙ୍କ ମନ୍ଦିର ନିକଟ ପାହାଡ ଉପରୁ ଖସିଲା ପଥର ଅଳ୍ପକେ ବାର୍ତ୍ତିଗଲା ବିଶାଖା...