ହଣ୍ଡପା: କୃତୀ ଛାତ୍ରୀଙ୍କୁ ବଇଣ୍ଡା ଜନତା ମହାବିଦ୍ୟାଳୟ ପରିସରରେ ଦିଆଗଲା ସମ୍ବର୍ଦ୍ଧନା, ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଆଣିଛନ୍ତି ଗୌରବ
Handapa, Angul | Nov 6, 2024 ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ବଇଣ୍ଡା ଜନତା ମହାବିଦ୍ୟାଳୟ ର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀ ସୀମା ରେଖା ସାହୁ ହାସଲ କରିଥିବା ବେଳେ ତାଙ୍କୁ ବୁଧବାର ଦିନ ଅପରାହ୍ନ ୧ ଟା ରେ ସମ୍ବର୍ଦ୍ଧନା ଦିଆଯାଇଛି । ଏ ନେଇ ମହାବିଦ୍ୟାଳୟ ପରିସର ରେ ଅଧକ୍ଷ କାଳନ୍ଦୀ ଚରଣ ପ୍ରଧାନ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବରେ ଅଧ୍ୟାପକ ଅସିତ କୁମାର ଜେନା , ଚନ୍ଦ୍ର ଶେଖର ସିଂ , ଶୁଭ୍ରଶଶୀ ପ୍ରଧାନ , ସୁମିତ୍ରା ସ୍ଵାଇଁ , ମଧୁ