ନବରଙ୍ଗପୁର ପୋଲିସ ଷ୍ଟେସନ: ରାଜୋଡା ର ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଚାନକ ଗସ୍ତ କରି ପ୍ରଶଂସିତ ହେଲେ ବିଡ଼ିଓ
ରାଜୋଡା ର ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଚାନକ ଗସ୍ତ କରି ପ୍ରଶଂସିତ ହେଲେ ବିଡ଼ିଓ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ର ବିଡ଼ିଓ ଶ୍ରୀ ଆଶିଷ ତ୍ରିପାଠୀ ରାଜୋଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଚାନକ ପରିଦର୍ଶନ କରି, ସମସ୍ତ ରେଜିଷ୍ଟର, କେନ୍ଦ୍ରରେ ଉପଲବ୍ଧ ରୋଗୀ ଔଷଧ, ଶୌଚାଳୟ ଏବଂ ପରିମଳ ବ୍ୟବସ୍ଥା ଯାଞ୍ଚ, ଉତ୍ତମ ସେବା ପ୍ରଦାନ ପାଇଁ ସରପଞ୍ଚ ଏବଂ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥଲେ ପରିଦର୍ଶନ ସମୟରେ ପିଇଓ, ଜିଆରଏସ, ଜେଇ ଉପସ୍ଥିତ ଥିଲେ।ବିଡ଼ିଓ ଙ୍କ ଏଭଳି ଅଚାନକ ଗସ୍ତ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି