ନଭେମ୍ବର ୧୮ତାରିଖ ରାତ୍ରି ୧୧ଟା ୨୦ମିନିଟରେ ସଂଗୃହିତ ସାମ୍ବାଦ ଅନୁଯାୟୀ କେନ୍ଦ୍ର ଇସ୍ପାତମନ୍ତ୍ରୀ ଶ୍ରୀ ଏଚ. ଡ଼ି.କୁମାରସ୍ୱାମୀଙ୍କ ଗ୍ରସ୍ତ ସମୟରେ ସିଟୁର ସାଧାରଣ ସମ୍ପାଦକ ବସନ୍ତ ନାୟକ, ଆର.ସି.ଡବ୍ଲୁ.ୟୁ. ର ସାଧାରଣ ସମ୍ପାଦକ ବିମାନ ମାଈତି, ସୁରେଶ ବେହୁରିଆ,ଜୀବନ ବେହୁରିଆ, ଜଳେଶ୍ୱର ସାହୁ ପ୍ରମୁଖ ପ୍ରତିନିଧି ମଣ୍ଡଳୀ ସାକ୍ଷାତ ସହିତ ସ୍ୱାଗତ କରିବାପରେ ୮ଦଫା ଦାବିପତ୍ର ପ୍ରଦାନ ପୂର୍ବକ ଆଲୋଚନା କରିଥିଲେ, ଏହି ବୈଠକରେ ସେଲ ଚେୟାରମ୍ୟାନ ଆମରେନ୍ଦୁ ପ୍ରକାଶ, ଆର.ଏସ.ପି. ଡାଇରେକ୍ଟର ଆଲୋକ ବର୍ମା ତଥା ଇ.ଡ଼ି., ଏଚ.ଆର., ଶ୍ରୀ ତରୁଣ ମିଶ୍ର ଉପସ୍ଥିତ ଥିଲେ,, ଏହି ପରସ୍ଥିତି