ଭଦ୍ରକ ଗ୍ରାମାଞ୍ଚଳ: କାଦବରାଙ୍ଗ ଠାରେ ସଭା ସାରି ଓହ୍ଲାଇବାର କିଛି ମିନିଟ୍ ପରେ ଭୁଶୁଡ଼ିଲା ରାଜ୍ୟପାଳଙ୍କ ମଞ୍ଚ
Bhadrak Rural, Bhadrak | Aug 19, 2025
ତେବେ ୨ ଦିନିଆ ଭଦ୍ରକ ଗସ୍ତ ରେ ଆସିଛନ୍ତି ରାଜ୍ୟପାଳ। ଆଜି କାଦବରାଙ୍ଗ ଠାରେ ଷ୍ଟେଜ ଉପରେ ସଭାକାର୍ଯ୍ୟ ଚାଲିଥିବା ବେଳେ ବର୍ଷା ପବନ ବହିଥିଲା।...